ଚିକିମିକି ଦିଶେ ସିନା ମିଛ ବିଜ୍ଞାପନ,
ସରକାରୀ ଯୋଜନା ସବୁ ଦକ୍ଷିଣୀ ପବନ l
ବଡ ହୀନିମାନେ ବଞ୍ଚେ ଚାଷୀ ଓଡିଶାର,
ଋଣ ଭାରେ ମରେ ସିଏ ପିଇକି ଜହର l
ଚାଷୀ ଏଠି ପାଉ ନାହିଁ ପାଣି, ସାର, ଧାନ,
ସରକାର ଦେଖାନ୍ତି ତା'କୁ ଦିନରେ ଲଣ୍ଠନ l
ବହୁତ ହେଲା ୧୯ ବର୍ଷ...
ରାଜ୍ୟ ସରକାର, ବଦଳିବା ଦରକାର l
ll ନୂଆ ଆଶା ପୁରା ଭରସା, ମୋଦିଙ୍କ ସାଥେ ନୂଆ ଓଡିଶା ll