ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କ ଉଦ୍ଦେଶ୍ୟରେ ଏହି ପୂଜା ହୋଇଥାଏ |
ଏହା କୌଣସି ଶାସ୍ତ୍ରାନୁମୋଦିତ ନୁହେ | ଏଥିରେ ପଇସାକର ପାନ, ପଇସାକର ତେଲ ଓ ପଇସାକର ଗଞ୍ଜେଇ ତିନି ଦେବତାଙ୍କ ନାମରେ ଉତ୍ସର୍ଗ କରାଯାଏ ଓ ଗୀତ ବୋଲାଯାଏ ତେଲ ଦୀପରେ ଜଳେ, ପାନ ଓ ଗଞ୍ଜେଇକୁ ଉପସ୍ଥିତ ଭକ୍ତମାନେ ଖାଆନ୍ତି |
------------------------------
Song : TRINATHA MELA
Singer : Narendra Kumar
Lyrics : Traditional
Music Director : Traditional
Music Label : Sidharth Music